ଟି-୨୦ କ୍ୟାପଟେନସିପ ଛାଡିବେ ବିରାଟ କୋହଲି

ଟି-୨୦ ଅଧିନାୟକତ୍ୱ ଛାଡ଼ିବେ ବିରାଟ କୋହଲି ନେଇ ଟୁଇଟ୍ ଯୋଗେ ସୂଚନା ଦେଲେ ବିରାଟ କୋହଲି #India #Cricket

ପ୍ରିଜମ ନ୍ୟୁଜ ବ୍ୟୁରୋ: ଟି-୨୦ ଅଧିନାୟକତ୍ୱ ଛାଡ଼ିବେ ବିରାଟ କୋହଲି, ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ଛାଡ଼ିବେ, ଆଗାମୀ ବିଶ୍ୱକପ ପରେ ଅଧିନାୟକ ପଦ ଛାଡ଼ିବାକୁ ଘୋଷଣା, ଏନେଇ ଟୁଇଟ୍ ଯୋଗେ ସୂଚନା ଦେଲେ ବିରାଟ କୋହଲି ।

Leave a Reply

Your email address will not be published. Required fields are marked *