Connect with us

କ୍ରିକେଟ୍

ଟି-୨୦ କ୍ୟାପଟେନସିପ ଛାଡିବେ ବିରାଟ କୋହଲି

ଟି-୨୦ ଅଧିନାୟକତ୍ୱ ଛାଡ଼ିବେ ବିରାଟ କୋହଲି ନେଇ ଟୁଇଟ୍ ଯୋଗେ ସୂଚନା ଦେଲେ ବିରାଟ କୋହଲି #India #Cricket

Published

on

ପ୍ରିଜମ ନ୍ୟୁଜ ବ୍ୟୁରୋ: ଟି-୨୦ ଅଧିନାୟକତ୍ୱ ଛାଡ଼ିବେ ବିରାଟ କୋହଲି, ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ଛାଡ଼ିବେ, ଆଗାମୀ ବିଶ୍ୱକପ ପରେ ଅଧିନାୟକ ପଦ ଛାଡ଼ିବାକୁ ଘୋଷଣା, ଏନେଇ ଟୁଇଟ୍ ଯୋଗେ ସୂଚନା ଦେଲେ ବିରାଟ କୋହଲି ।

Advertisement
Advertisement
Advertisement

Trending