ABOUT US

ଆପଣଙ୍କ ପାଇଁ ଆମେ କାହିଁକି ?

ବଦଳୁଥିବା ଡିଜିଟାଲ ମିଡିଆ ଯୁଗରେ ଆପଣଙ୍କ ସ୍ୱରକୁ ସର୍ବାଗ୍ରେ ପ୍ରାଧାନ୍ୟ ଦେଉଛୁ । ଆମେ ଆପଣଙ୍କ ପାଇଁ ସଦାସର୍ବଦା ସମର୍ପିତ ରହିବୁ। ଚିରାଚରିତ ଢାଞ୍ଚାକୁ ସମ୍ମାନ ଜଣାଇ ନୂଆ ଟେକ୍ନୋଲୋଜି ସାଥିରେ ଆଗକୁ ବଢ଼ିବୁ । ଭିନ୍ନ ଶୈଳୀରେ ଖବର ସାଙ୍ଗକୁ ମନୋରଞ୍ଜନ କରାଇବା ପାଇଁ ସଂକଳ୍ପ ନେଇ ଆପଣଙ୍କ ସମର୍ଥନ ହାସଲ ଆଶା କରୁଛୁ । ପ୍ରତିଟି ଖବର ନିରପେକ୍ଷ, ସତ୍ୟ ଓ ତଥ୍ୟ ଭିତ୍ତିକ ରହିବ । ମନୋରଞ୍ଜନ ଖବର ଦେବାକୁ ଯାଇ ଅତିରଞ୍ଜିତ କିମ୍ବା ଆପଣଙ୍କୁ ଦ୍ବନ୍ଦ୍ୱରେ ରଖିବାକୁ ପ୍ରୟାସ କରିବୁ ନାହିଁ। ଏ ମଞ୍ଚ ଆପଣଙ୍କର, ଆଉ ଆମେ ଆପଣଙ୍କ ପାଖରେ ଆମ କାମ ପାଇଁ ସର୍ବଦା ଉତ୍ତରଦାୟୀ ରହିବୁ ।

ଆମକୁ ସହଯୋଗ କରନ୍ତୁ

ବ୍ୟୟ ବହୁଳ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଯୁଗରେ ଖବର ସଂଗ୍ରହ ଏବଂ ସତ୍ୟ ସଠିକ ଖବର ପରିବେଷଣ ସମୟ ସାପେକ୍ଷ ଏବଂ ମାନବ ସମ୍ବଳ ଆବଶ୍ୟକ । ସେ ଟେକ୍ନୋଲୋଜିର ବ୍ୟବହାର ହେଉ ଅବା ଯନ୍ତ୍ରାଂଶ ଅବା ମାନବ ସମ୍ବଳ ଆବଶ୍ୟକ କରୁଥିବା ଅର୍ଥ ଖବରର ଗୁଣବତ୍ତା ଉପରେ ନିର୍ଭରଶୀଳ । ଯେମିତି ପ୍ରତି ସେକେଣ୍ଡର ମୂଲ୍ୟ ରହିଥାଏ ଠିକ୍ ସେମିତି ପ୍ରତି ଶବ୍ଦ ଏବଂ ସୃଜନଶୀଳତା ପାଇଁ ଖର୍ଚ୍ଚ ହେଉଥିବା ସମୟ ପାଇଁ ସମ୍ପଦ ବି ଆବଶ୍ୟକ । ମୁଖ୍ୟ ସ୍ରୋତର ଗଣମାଧ୍ୟମ ଭଳି ଡିଜିଟାଲ ଖବର ପରିବେଷଣ ମଞ୍ଚ ପାଇଁ ଆପଣଙ୍କ ସାମାନ୍ୟତମ ସହଯୋଗ ଖର୍ଚ୍ଚ ଲାଘବ ଉପରେ ବିନିଯୋଗ ହେବ । ଆଶା ରଖିବୁ ଆମ ଖବର ପରିବେଷଣ ଉପରେ ଆପଣଙ୍କ କିଞ୍ଚିତ ଆର୍ଥିକ ସହଯୋଗ ଆମକୁ ଏହି ନୂଆ ପ୍ରୟାସକୁ ଆଗକୁ ବଢ଼ିବାକୁ ସହଯୋଗ ଦେବ । ପ୍ରତ୍ୟକ୍ଷ ଭାବେ ଆମ ସହ ଯୋଡ଼ି ହୋଇ ପରିବାରର ସଦସ୍ୟ ହୁଅନ୍ତୁ । ଆଶା ରଖିବୁ ଆମ ମଞ୍ଚ ଆପଣଙ୍କ ମଞ୍ଚ ହେଉ, ଆପଣ ଏହାର ଜଣେ ପୃଷ୍ଠପୋଷକ ହୋଇ ଆମ ଯାତ୍ରାରେ ସାମିଲ ହୁଅନ୍ତୁ । ଆପଣଙ୍କ ସୃଜନଶୀଳତା, ସୂଚନା ଓ ଅଭିଜ୍ଞତା ଦୁନିଆକୁ ଜଣାନ୍ତୁ । ଆସନ୍ତୁ ସଂକଳ୍ପ ନେବା, ଏକ ହୋଇ ଏକାଠି ଗୋଟିଏ ପରିବାରର ସଦସ୍ୟ ହେବା । ନିଜ ଲେଖିଯାଉଥିବା ଇତିହାସର ମୁକାସାକ୍ଷୀ ହେବା ।

ଆମ ସହ ସିଧାସଳଖ ସମ୍ପର୍କ କରନ୍ତୁ

ସିଧାସଳଖ ଆପଣ ଆମ ସହ ଯୋଡ଼ି ହୋଇପାରିବେ । କେବଳ ଭର୍ଚୁଆଲ ନୁହେଁ, ଆପଣ ଚାହିଁଲେ ବ୍ୟକ୍ତିଗତ ଭାବେ ଆପଣଙ୍କ ଏହି ମଞ୍ଚର ସଦସ୍ୟଙ୍କ ସହ ସାକ୍ଷାତ କରି ଆପଣଙ୍କ କଥା ରଖିପାରିବେ । ତେବେ ଡେରି କାହିଁକି, ଆସନ୍ତୁ ଆମ ସହ ନିମ୍ନଲିଖିତ ମାଧ୍ୟମରେ ଯୋଗୋଯୋଗ କରନ୍ତୁ ।

ବିଜ୍ଞାପନ ପାଇଁ ସମ୍ପର୍କ କରନ୍ତୁ

ଆପଣଙ୍କ ବ୍ୟବସାୟ ବୃଦ୍ଧି ପାଇଁ , ଗ୍ରାହକଙ୍କ ନିକଟତର ହେବାକୁ ଆମ ମଞ୍ଚ ସଦାସର୍ବଦା ଧ୍ୟାନ ଦେବ । ଆପଣଙ୍କ ଆବଶ୍ୟକତା ଏବଂ ଗ୍ରାହକଙ୍କ ହିତକୁ ଦୃଷ୍ଟିରେ ରଖି ଆମ ଟିମ୍ ସଦାସର୍ବଦା ଉତ୍ତମ ସେବା ଦେବାକୁ ଶତ ପ୍ରତିଶତ ପ୍ରତିଶ୍ରୁତିବଦ୍ଧ ।

ଟେଲିଫୋନ୍ ନମ୍ବର- 0674 3577172
ହ୍ୱାଟ୍ସଆପ୍ ନମ୍ବର- 9654267747
ଇମେଲ ଆଇଡି- [email protected]
ସୋସିଆଲ ମିଡିଆ ଲିଙ୍କ୍ -prismnews

%d bloggers like this: