୧୮ଟି ରାଜ୍ୟରୁ ମୋଟ୍ ୭୭୧ ନୂଆ ଷ୍ଟ୍ରେନ୍ ଚିହ୍ନଟ: NCDC ନିର୍ଦ୍ଦେଶକ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ:  ଦେଶର ୧୮ଟି ରାଜ୍ୟରୁ ମୋଟ୍ ୭୭୧ ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଛି ୭୭୧ରୁ ୭୩୬ଟି ହେଉଛି ୟୁକେ ଷ୍ଟ୍ରେନ୍  । ଅନ୍ୟ ୩୪ଟି ଦକ୍ଷିଣ ଆଫ୍ରିକା ଏବଂ ଗୋଟିଏ ବ୍ରାଜିଲ୍ ଷ୍ଟ୍ରେନ୍ତେବେ ୭୩୬ । ୟୁକେ ଷ୍ଟ୍ରେନ୍ ସଂକ୍ରମିତଙ୍କ ଭିତରୁ ଓଡ଼ିଶାରୁ ୩ ଜଣ ରହିଛନ୍ତି । କରୋନା ସମ୍ପର୍କିତ ଏହି ବଡ଼ ସୂଚନା ଦେଇଛନ୍ତି ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ-NCDCର ନିର୍ଦ୍ଦେଶକ ଏସ୍.କେ ସିଂହ କହିଛନ୍ତି ।

ଏହା ସହ ପଞ୍ଜାବରୁ ସର୍ବାଧିକ ୩୩୬ ୟୁକେ ଷ୍ଟ୍ରେନ୍ ଚିହ୍ନଟ ହୋଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ସେପଟେ ଏହି ୩ଟି ନମୁନା ଗତ ଡିସେମ୍ବରରେ ଆସିଥିବା ୟୁକେ ଫେରନ୍ତାଙ୍କର ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଅନ୍ୟପଟେ ICMR ପକ୍ଷରୁ ଜିନୋମ୍ ସିକୁ୍ୟଏନ୍ସିଂ ବେଳେ ଏକଥା ଜଣାପଡ଼ିଥିଲା ତେବେ ଲୋକେ ଭୟଭୀତ ହୋଇପଡ଼ିବେ ବୋଲି ପ୍ରକାଶ କରାଯାଉନଥିଲା ଲୋକେ କୌଣସି ପ୍ରକାର ଭୟଭୀତ ହୁଅନ୍ତୁନି ବୋଲି ସେ ଅପିଲ୍ କରିଛନ୍ତି ।

%d bloggers like this: