କୋଟିଏ ମୁହାଁ କରୋନା ସଂକ୍ରମଣ ସଂଖ୍ୟା

କୋଟିଏ ମୁହାଁ କରୋନା ସଂକ୍ରମଣ ସଂଖ୍ୟା

 ପ୍ରିଜମ ନ୍ୟୁଜ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ, ମୃତ୍ୟୁ ହାରରେ ବୃଦ୍ଧି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସରେ ଗତ  ୨୪ ଘଣ୍ଟାରେ ୪୧ ହଜାର ୩୨୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ୪ଶହ ୮୫ କରୋନା ରୋଗୀଙ୍କ ମୃତ୍ୟୁ ମଧ୍ୟ ରେକର୍ଡ କରାଯାଇଛି  ।

ଏବେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୩ ଲକ୍ଷ ୫୧ ହଜାର ୧୧୦କୁ ବୃଦ୍ଧି ଘଟିଛି  । ପଜିଟିଭ୍ କୋଭିଡ୍ ମାମଲା ୪ଲକ୍ଷ ୫୪ ହଜାର ଏବଂ ୯ ଶହ ୪୦ ସେହିଭଳି ସୁସ୍ଥ ହେଲେଣି ୮୭ଲକ୍ଷ ୫୯ ହଜାର ଏବଂ ୯୬୯ ।  

%d bloggers like this: