#ପରଲୋକରେ_ବିଜୟ_ମହାନ୍ତି, ଚାରିଆଡ଼େ ଶୋକର ଛାୟା

#ପରଲୋକରେ_ବିଜୟ_ମହାନ୍ତି, ଚାରିଆଡ଼େ ଶୋକର ଛାୟା

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ପରଲୋକରେ ବର୍ଷୀୟାନ ଅଭିନେତା ବିଜୟ ମହାନ୍ତି । ତାଙ୍କ ନିଧନରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ସାରା ଓଡ଼ିଶା ଆଜି ତାଙ୍କୁ ଝୁରୁଛି…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକପ୍ରକାଶ
ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଶୋକପ୍ରକାଶ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକପ୍ରକାଶ
କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଶୋକପ୍ରକାଶ
ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଶୋକପ୍ରକାଶ

ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ଶୋକପ୍ରକାଶ
ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଶୋକପ୍ରକାଶ
ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀଙ୍କ ଶୋକପ୍ରକାଶ

0 Comments

Leave Your Comment

Your email address will not be published. Required fields are marked *

%d bloggers like this: