ସଙ୍ଗୀତଜ୍ଞ ପ୍ରଶାନ୍ତ ସାମନ୍ତରାୟଙ୍କ ପରଲୋକ

ସଙ୍ଗୀତଜ୍ଞ ପ୍ରଶାନ୍ତ ସାମନ୍ତରାୟଙ୍କ ପରଲୋକ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆରପାରିରେ ପ୍ରସିଦ୍ଧ ଓଡ଼ିଆ ସଙ୍ଗୀତ ଦେଶିଆର ଗାୟକ ପ୍ରଶାନ୍ତ ସାମନ୍ତରାୟ। ୫୬ବର୍ଷ ବୟସରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ଜୟପୁର ତାଙ୍କର ଜନ୍ମ। ବିଶାଖାପାଟଣାର ଏକ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ସେ ଇହଲୀଳା ସମ୍ବରଣ କରିଛନ୍ତି। ସେ ଅନେକ ମେଲୋଡି ସହ ସଂଶ୍ଳିଷ୍ଟ ଥିଲେ। ଓଡିଶା ସରକାରଙ୍କ ଅଧିନରେ ବନାଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ସଙ୍ଗୀତ ଛଡା ନିଜର ସାହାଯ୍ୟ ଓ ସହଯୋଗ ପାଇଁ ସେ ପରିଚିତ ଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: