ଇଦ୍-ଉଲ-ଜୁହାରେ ପାକିସ୍ତାନରେ କେତେ ସଂକ୍ରମିତ ଜାଣନ୍ତି କି ?

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ପାକିସ୍ତାନରେ ୨୪ ଘଣ୍ଟା ମଧ୍ୟରେ କୋରୋନା ଭାଇରସରେ ୫୫୩ରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଏଥିସହିତ ଦେଶରେ ସଂକ୍ରମଣ ସଂଖ୍ୟା ବଢି ୨, ୭୯, ୬୯୯ରେ ପହଞ୍ଚିଛି । ଇଦ୍-ଉଲ୍-ଜୁହାର ଦ୍ୱିତୀୟ ଦିନରେ ନ୍ୟାସନାଲ କମାଣ୍ଡ ଆଣ୍ଡ କ୍ୟାମ୍ପେନ ସେଣ୍ଟର (NCOC) କହିଛି ଯେ, ଭାଇରସ ସଂକ୍ରମଣ ହେତୁ ମୃତ୍ୟୁ ସଂଖ୍ୟା ୫,୯୭୬କୁ ବୃଦ୍ଧି ପାଇଛି। ସର୍ବଶେଷ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ପାକିସ୍ତାନରେ ୨,୪୮,୫୭୭ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି। ଏଥି ସହିତ, ୨୫, ୧୪୬ ଲୋକ ଏପର୍ଯ୍ୟନ୍ତ ସଂକ୍ରମିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *