![୨୩ ଅଗଷ୍ଟରେ ଲଘୁଚାପ ସମ୍ଭାବନା: ପାଣିପାଗ କେନ୍ଦ୍ର](https://i2.wp.com/prismnews.in/wp-content/uploads/2020/08/ram.jpg?resize=800%2C518&ssl=1)
ପ୍ରିଜମ ନ୍ୟୁଜ୍ ବ୍ୟୁରୋ:ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବହୁ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନାରେ କୁହାଯାଇଛି। ଏହା ସହ ୨୩ରେ ଆଉ ଏକ ଲଘୁଚାପର ସମ୍ଭାବନା ଥିବା ପାଣିପଗ ବିଭାଗ ସୂଚନା ପ୍ରଦାନ କରିଛି ।
#୨୩ଅଗଷ୍ଟ ବେଳକୁ #ଉତ୍ତର-ପଶ୍ଚିମ #ବଙ୍ଗୋପସାଗର ଅଂଚଳରେ ଗୋଟିଏ #ଲଘୁଚାପ #ସୃଷ୍ଟିହେବାର #ସମ୍ଭାବନା ରହିଛି | pic.twitter.com/5XTaVEGPsi
— Meteorological Centre, Bhubaneswar (@mcbbsr) August 19, 2020
Realized #weather during past 24 hours over the districts of #Odisha pic.twitter.com/dFLLYUoU6z
— Meteorological Centre, Bhubaneswar (@mcbbsr) August 19, 2020
0 Comments