ଓଡ଼ିଶା ପୋଲିସକୁ ଅୟୁତ ପ୍ରଣାମ, ଏଥିପାଇଁ…

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବାତ୍ୟା ୟାସ୍ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାନାନ୍ତରଣ କରାଯାଇଛି। ଏହି ସମୟରେ ପ୍ରଭାବିତ ଜିଲ୍ଲା ପ୍ରଶାସନ ସମେତ ପୋଲିସ ମଧ୍ୟ ଲୋକଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟାରେ ସାମିଲ ହୋଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିକଟରେ ମହିଳା ପୋଲିସ ପକ୍ଷରୁ ଜଣେ ନବଜାତ ଶିଶୁକୁ ସ୍ଥାନାନ୍ତର କରାଯାଇଛି, ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋ ସୋସିଆଲ ମିଡିଆରେ ଘୂରି ବୁଲିବା ପରେ ରାଜ୍ୟ ପୋଲିସକୁ ଚାରିଆଡ଼ୁ ପ୍ରଶଂସା କରାଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ବୃଦ୍ଧ ହେଉ ଅବା ବୃଦ୍ଧାଙ୍କୁ ପୋଲିସ ନିଜ ହାତରେ କୋଳେଇ ନେଇ ପ୍ରଶଂସା ସାଉଁଟିଛି।

Leave a Reply

Your email address will not be published. Required fields are marked *