କଟକରେ ହେବନି ସାର୍ବଜନୀନ ଦଶହରା ପୂଜା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କଟକରେ ହେବନି ସାର୍ବଜନୀନ ଦଶହରା ପୂଜା। ବର୍ତ୍ତମାନ କୋଭିଡର ସ୍ଥିତିରେ ସମସ୍ତଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଷ୍ପତ୍ତି ନିଆଯାଇଛି। ଭିଡ଼ ପାଇଁ ସାର୍ବଜନୀନ ଦୁର୍ଗାପୂଜା ଉପରେ କଟକଣା ଲଗାଇଛି ପ୍ରଶାସନ। ଏହାସହ ବ୍ୟକ୍ତିଗତସ୍ତରରେ ପୂଜା କରିବା ସହ ସାର୍ବଜନୀନ ପୂଜାରୁ ନିଜକୁ ନିବୃତ୍ତ ରଖିବାକୁ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *