‘ରତ୍ନ’ଙ୍କୁ ଝୁରୁଛି ଭାରତ; ମନେ ପଡ଼ନ୍ତି ‘ଯୋଗ ପୁରୁଷ’ ଅଟଳ ବିହାରୀ ବାଜପେୟୀ

‘ରତ୍ନ’ଙ୍କୁ ଝୁରୁଛି ଭାରତ; ମନେ ପଡ଼ନ୍ତି ‘ଯୋଗ ପୁରୁଷ’ ଅଟଳ ବିହାରୀ ବାଜପେୟୀ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଭାରତର ପୂର୍ବତନ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ‘ଭାରତ ରତ୍ନ’ ଅଟଳ ବିହାରୀ ବାଜପେୟୀଙ୍କ ଆଜି ପୁଣ୍ୟ ତିଥୀ । ଦ୍ୱିତୀୟ ଶ୍ରାଦ୍ଧ ଦିବସରେ ସାରା ଦେଶ ଆଜି ଭାରତ ମାତାର ଏହି ସୁଯୋଗ୍ୟ ସନ୍ତାନଙ୍କୁ ମନେ ପକାଉଛି । ଅଟଳ ଆବର୍ତ୍ତମାନରେ ସମସ୍ତେ ଅଟଳଙ୍କ ସ୍ମୃତିଚାରଣ କରୁଛନ୍ତି । ଆଜି ପ୍ରତ୍ୟୁଷରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଜି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଲୋକସଭା ବାଚସ୍ପତି ଓମ୍ ବିର୍ଲା, ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ପ୍ରମୁଖ ନୂଆଦିଲ୍ଲୀ ସ୍ଥିତ ଅଟଳଜୀଙ୍କ ସମାଧୀ ସ୍ଥଳରେ ପୁଷ୍ପମାଲ୍ୟାର୍ପଣ କରିବା ସହ ପ୍ରାର୍ଥନା ସଭାରେ ସାମିଲ ହୋଇଥିଲେ ।  ୨୦୧୮ ମସିହାରେ ଅଗଷ୍ଟ ୧୬ ତାରିଖରେ ବାଜପେୟୀଙ୍କର ଦେହାନ୍ତ ହୋଇଥିଲା।

ବାଜପେୟୀ ଜୀଙ୍କ ସ୍ମୃତିରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟରରେ ଭାରତ ରତ୍ନ ଅଟଳ ଜୀଙ୍କ ଏକ ଲୋକପ୍ରିୟ କବିତା ପୋଷ୍ଟ କରିଛନ୍ତି । ଯାହା ବାଜପେୟୀଙ୍କ ସ୍ମୃତିକୁ ଅଧିକ ତାଜା ଓ ସେତଜ କରୁଛି ।

watch it on www.prismnews.in or

0 Comments

Leave Your Comment

Your email address will not be published. Required fields are marked *

%d bloggers like this: