୧୦୮ଫୁଟର ହନୁମାନ ମୂର୍ତ୍ତି ଉଦଘାଟନ କଲେ ମୋଦି

୧୦୮ଫୁଟର ହନୁମାନ ମୂର୍ତ୍ତି ଉଦଘାଟନ କଲେ ମୋଦି

ପ୍ରିଜମ ନ୍ୟୁଜ ବ୍ୟୁରୋ: ସାରା ଦେଶରେ ଶନିବାର ହନୁମାନ ଜୟନ୍ତୀ ବହୁ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭକାମନା ଓ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟପଟେ ଶନିବାର ଗୁଜରାଟ ମୋରବିରେ ଭଗବାନ ହନୁମାନଙ୍କ ୧୦୮ଫୁଟ୍‌ ଉଚ୍ଚତାର ଏକ ମୂର୍ତ୍ତିକୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି ଉଦ୍‌ଘାଟନ କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: