ଭୁବନେଶ୍ବର MCA ଛାତ୍ରୀ ଆତ୍ମହତ୍ୟା ଘଟଣା: ବୟଫ୍ରେଣ୍ଡ ଗିରଫ

ଭୁବନେଶ୍ବର MCA ଛାତ୍ରୀ ଆତ୍ମହତ୍ୟା ଘଟଣା: ବୟଫ୍ରେଣ୍ଡ ଗିରଫ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଭୁବନେଶ୍ବର MCA ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା ଘଟଣାରେ ପୁରୁଷବନ୍ଧୁ ସତ୍ୟ ପ୍ରକାଶ ଦାଶକୁ ଗିରଫ କଲା ସହିଦନଗର ଥାନା ପୋଲିସ।ଆଶ୍ରିତାଙ୍କ ସୁଇସାଇଡ୍‌ ନୋଟରେ ଉଲ୍ଲେଖ ଥିଲା ସତ୍ୟ ଦାଶଙ୍କ ନାଁ । ସତ୍ୟ ଓ ଆଶ୍ରିତାଙ୍କ ମଧ୍ୟରେ ୯ ବର୍ଷ ଧରି ସମ୍ପର୍କ ଗଢି ଉଠିଥିଲା। ଉଭୟ ଗୋଟିଏ ଗାଁର।ସତ୍ୟ ପ୍ରକାଶ ଇନୋଫସିସର ବେଭେରଜ ବିଭାଗର କାମ କରୁଥିଲା ।

୨୦୧୯ ମସିହାରୁ ଆଉ ଜଣେ ଯୁବକ ସହ ଆଶ୍ରିତା କଥା ହେଉଥିଲେ, ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଗଣ୍ଡଗୋଳ ହୁଏ । ମୃତ୍ୟୁ ପୂର୍ବଦିନ ମଧ୍ୟ ଏଭଳି ଗଣ୍ଡଗୋଳ ହେବା ସହ ଆଶ୍ରିତାଙ୍କୁ ମାଡ଼ ମାରିଥିଲେ ସତ୍ୟ। ଯାହାଦ୍ଵାରା ତାଙ୍କ ଆଖି ତଳ ଫାଟି କଳା ପଡ଼ି ଯାଇଥିଲା। ଯୁବତୀଙ୍କ କଲ ରେକର୍ଡ ଯାଂଚ କରିବା ପରେ ସତ୍ୟ ପ୍ରକାଶ ନା ସାମ୍ନାକୁ ଆସିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: