ବାଷ୍ପ ନେବାକୁ ଜବରଦସ୍ତ ଦେଶୀ ଜୁଗାଡ଼

ବାଷ୍ପ ନେବାକୁ ଜବରଦସ୍ତ ଦେଶୀ ଜୁଗାଡ଼

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଦେଶବାସୀଙ୍କୁ ନିର୍କ ଯନ୍ତଣା ଦେଉଛି କରୋନା ଭାଇରସ୍ । ପ୍ରତିଦିନ ଲକ୍ଷ ଲକ୍ଷ କରୋନା ମାମଲା ସାମ୍ନାକୁ ଆସୁଛି | କରୋନାରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ସଜାଗ ରହିବାକୁ କୁହାଯାଇଛି। କରୋନାର ସାଧାରଣ ଲକ୍ଷଣ ଦେଖିବା ମାତ୍ରକେ କିଛି ଜିନିଷକୁ ନିୟମିତ ଅନୁସରଣ କରିବାକୁ କୁହାଯାଉଛି ।। ବିଶେଷକରି ପ୍ରତିଦିନ ବାଷ୍ପ ନେବାକୁ କୁହାଯାଏ | ଏପରି ପରିସ୍ଥିତିରେ ଜଣେ ବ୍ୟକ୍ତି ବାଷ୍ପର ଏକ ଜବରଦସ୍ତ ଦେଶୀ ଜୁଗାଦ ବାହାର କରିଛନ୍ତି | ଏହା ଦେଖିବା ପରେ ଆପଣମାନେ ମଧ୍ୟ କହିବେ…ବାଃ, କ’ଣ ଜୁଗାଡ୍ କରିଛନ୍ତି ମ… ।

ଭାଇରାଲ୍ ହେବାକୁ ଥିବା ଏହି ଭିଡିଓରେ ଦଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ବାଷ୍ପ ନେବା ପାଇଁ ସର୍ବୋତ୍ତମ ଦେଶୀ ଜୁଗଡ୍ର ଆବିଷ୍କାର କରିଛନ୍ତି | ଆପଣ ଏହି ଭିଡିଓରେ ଦେଖିପାରିବେ ଯେ, ଏକ ଚୁଲିରେ ଏକ ପ୍ରେସର କୁକର ବସିଛି । କୁକରର ସିଟ୍ ଥିବା ସ୍ଥାନରୁ ଏକ ପାଇପ୍ ବାହାରିଛି । ସେଠାରେ ଏକ ଛୋ କାହାଳୀ ଲଗାଯାଇଛି । ଯେଉଁଥିରୁ ଜଣେ ବ୍ୟକ୍ତି ଅତ୍ୟନ୍ତ ଆନନ୍ଦରେ ବାଷ୍ପ ନେଉଛନ୍ତି ।

ଏହି ଭିଡିଓ ଦେଖିବା ପରେ ଆପଣଙ୍କୁ ମଧ୍ୟ ବହୁତ ମଜା ଲାଗିଥିବ । ଆପଣ ନିଶ୍ଚିତ ଭାବରେ ଏହି ବ୍ୟକ୍ତିଙ୍କ ଭିଡିଓ ଦେଖି ତାଙ୍କୁ ପ୍ରଶଂସା ନ କରି ରହିପାରି ନଥିବେ । ସୋସିଆଲ୍ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବାର ଲାଗିଛି । ଏହାକୁ ବହୁତ ପସନ୍ଦ କରୁଛନ୍ତି ଲୋକେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: