କଂଗ୍ରେସର ମେୟର ପ୍ରାର୍ଥୀ କିଏ ଜାଣିଛନ୍ତି ?

କଂଗ୍ରେସର ମେୟର ପ୍ରାର୍ଥୀ କିଏ ଜାଣିଛନ୍ତି ?

ପ୍ରିଜମ ପ୍ରିଜମ ନ୍ୟୁଜ: ପୌର ନିର୍ବାଚନ ପାଇଁ କଂଗ୍ରେସ ତରଫରୁ ଭୁବନେଶ୍ୱରରୁ ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ସ୍ବର୍ଗତ କାଙ୍ଗାଳି ଚରଣ ପଣ୍ଡା ପୂର୍ବତନ ବିଧାୟକ ଧର୍ମଶାଳାଙ୍କ ବୋହୁ ମଧୁସ୍ମିତା ଆଚାର୍ଯ୍ୟ କଂଗ୍ରେସର ଵି ଏମ ସି ମେୟର ପ୍ରାଥୀ ଘୋଷଣା । ଆଜି କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ ଦାସ ମଧୁସ୍ମିତାଙ୍କ ନାଁ ଘୋଷଣା କରିଛନ୍ତି । ମଧୁସ୍ମିତା ଜଣେ ଉଚ୍ଚଶିକ୍ଷିତା, ଯୁବ ଉଦ୍ୟୋଗୀ, କ୍ରୀଡ଼ାବିତ୍ ଓ ଓଡ଼ିଶୀ ନୃତ୍ୟଶିଳ୍ପୀ। କଲେଜ ଜୀବନରେ ମଧ୍ୟ ରାଜନୀତିରେ ଜଡ଼ିତ ଥିଲେ । କଂଗ୍ରେସ ତାଙ୍କ ଉପରେ ଭରସା କରିଛି। ସେଥିପାଇଁ ତାଙ୍କୁ ମେୟର ପ୍ରାଥୀ ଭାବେ ଚୟନ କରିଛି ଜାତୀୟ କଂଗ୍ରେସ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: