ଶ୍ରୀ ରାମ ଭଗବାନ ନୁହନ୍ତି: ଜିତନରାମ ମାଂଝୀ

ଶ୍ରୀ ରାମ ଭଗବାନ ନୁହନ୍ତି: ଜିତନରାମ ମାଂଝୀ

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଂଝୀ ପୁଣି ଭଗବାନ ଶ୍ରୀରାମଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ରାମ ଭଗବାନ ନୁହନ୍ତି । ତୁଳସୀଦାସଙ୍କ ଓ ବାଲ୍ମିକୀ ରାମାୟଣୀ ଏକ ପାତ୍ର ଅଟନ୍ତି ଜମୁଇରେ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଭାଷଣ ଦେବା ଅବସରରେ ଏହା କହିଥିଲେ ।ଏଥିରେ ଅନେକ ମନ୍ତବ୍ୟ ଦେଇଛନ୍ତି ଯାହା କି ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରେ । ରାମାୟଣରେ ଅନେକ ଭଲ କଥା ଲେଖା ହୋଇଛି ମାତ୍ର ଆମେ ତାଙ୍କୁ ମାନୁ ନାହୁଁ । ପୂର୍ବରୁ ମଧ୍ୟ ମାଂଝୀ ଏ ଭଳି ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: