ବଦଳିଲେ ଭୁବନେଶ୍ୱର, କଟକ ଓ ଟ୍ରାଫିକ୍ ଡିସିପି

ବଦଳିଲେ ଭୁବନେଶ୍ୱର, କଟକ ଓ ଟ୍ରାଫିକ୍ ଡିସିପି

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ । ଉମାଶଙ୍କର ଦାଶଙ୍କୁ ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ପ୍ରତୀକ ସିଂହଙ୍କୁ କଟକ ଡିସିପି ଦାୟିତ୍ୱ ଦିଆଯାଇଛି। ଟ୍ରାଫିକ ଡିସିପି ମଧ୍ୟ ପରିବର୍ତ୍ତନ କରାଯାଇଛି । ସୌମ୍ୟା ମିଶ୍ରଙ୍କୁ ଟ୍ରାଫିକ ଡିସିପି ଭାବେ ନିଯୁକ୍ତି ମିଳିଛି ।

ସେହିପରି ଅନ୍ୟ ଆଇପିଏସଙ୍କୁ ମିଳିଥିବା ଦାୟିତ୍ୱ:
ସାଗରିକା ନାଥ- ଏସପି, ସୁନ୍ଦରଗଡ଼
ରାହୁଲ ଜୈନ- ଏସପି, ନୂଆପଡ଼ା
ତପନ ପଟ୍ଟନାୟକ- ଏସିପି, ଗଜପତି
ସାରା ଶର୍ମା- ଭିଜିଲାନ୍ସ ଏସପି
ଅନୁପ ସାହୁ- ଡିଆଇଜି, ଗୁଇନ୍ଦା
ଅଖିଳେଶ୍ୱର ସିଂହ- ପୁରୀ ଏସପି
ବୀନିତ ଅଗ୍ରୱାଲ- କନ୍ଧମାଳ ଏସପି
ଏସ.ସି ଜମାଦାର- ଦେଓଗଡ଼ ଏସପି
ସାର୍ଥକ ଷଡ଼ଙ୍ଗୀ- ଏସପି, ସିଆଇଡି ସିବି
ସୌମେନ୍ଦ୍ର ପ୍ରିୟଦର୍ଶୀ- ଏଡିଜିପି, ସିଆଇଡି ସିବି
ସତ୍ୟଜିତ ମହାନ୍ତି- ଡିଜି, ଏଫଏସ& ସିଜି, ଏଚଜି
ଲଳିତ ଦାସ- ଏଡିଜିପି, ଯୋଗାଯୋଗ

0 Comments

Leave Your Comment

Your email address will not be published. Required fields are marked *

%d bloggers like this: