ଟୋକିୟୋ ଅଲମ୍ପିକ ପାଇଁ ମହିଳା ହକି ଦଳ ଘୋଷିତ, ଚମକିବେ ଓଡ଼ିଆ ଝିଅ

ଟୋକିୟୋ ଅଲମ୍ପିକ ପାଇଁ ମହିଳା ହକି ଦଳ ଘୋଷିତ, ଚମକିବେ ଓଡ଼ିଆ ଝିଅ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଟୋକିୟୋ ଅଲମ୍ପିକ ପାଇଁ ମହିଳା ହକି ଦଳ ଘୋଷିତ। ୧୬ ଜଣିଆ ଟିମ୍ ଘୋଷଣା କଲା ହକି ଇଣ୍ଡିଆ। ଅଲମ୍ପିକ ହକି ଟିମରେ ଓଡ଼ିଆ ଝିଅ। ଡିଫେଣ୍ଡର ଦୀପ ଗ୍ରେସ ଏକ୍କା ସାମିଲ। ୧୬ଜଣିଆ ଦଳ ଘୋଷଣା କରିଛି ହକି ଇଣ୍ଡିଆ ।

ତେବେ ୮ ଜଣ ବରିଷ୍ଠଙ୍କ ସହ ୮ ଜଣ ନୂଆ ଖେଳାଳିଙ୍କ ନାଁ ଘୋଷଣା କରିଛି ଦଳ । ଟିମରେ ସବିତାଙ୍କୁ ଗୋଲ କିପର ଭାବେ ମିଳିଛି ଦାୟିତ୍ୱ । ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ରାନି, ମୋନିକା, ନିକ୍କି ପ୍ରଧାନ, ନବଜୋତ କୌର, ଗୁରଜିତ କୌର, ଉଦିତା, ବନ୍ଦନା କଟାରିୟା, ନିସା, ନେହା । ଚଳିତବର୍ଷ ଖେଳାଯିବ ଟୋକିଓ ଅଲମ୍ପିକ୍ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: