ବାପା ହେଲେ ହାର୍ଦ୍ଦିକ

ବାପା ହେଲେ ହାର୍ଦ୍ଦିକ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ବାପା ହେଲେ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା। ଏନେଇ ଇନ୍‌ଷ୍ଟାଗ୍ରାମରେ ନବଜନ୍ମିତ ଶିଶୁପୁତ୍ରର ଫଟୋ ଶେୟାର କରିଛନ୍ତି ପାଣ୍ଡ୍ୟା। ଶଶୁଟିର ଜନ୍ମ ଖବର ଶୁଣିବା ମାତ୍ରେ ଚାରିଆଡ଼ୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। କ୍ରିକେଟର୍ କେ.ଏଲ୍ ରାହୁଲ ଓ ସାନିଆ ମିର୍ଜା ସର୍ବପ୍ରଥମେ ଅଭିନନ୍ଦନ ଜଣାଇଥିଲେ। ଗତ ଡିସେମ୍ବର ୩୧ରେ ହାର୍ଦ୍ଦିକ ଓ ନତାଶା ନିଜ ସଂପର୍କକୁ ଲୋକଲୋଚନକୁ ଆଣିଥିଲେ। ଏହାପରେ ଦୁହିଁଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: