ଥାନାରେ ମୃତ୍ୟୁ: ୨ ସସପେଣ୍ଡ

ଥାନାରେ ମୃତ୍ୟୁ: ୨ ସସପେଣ୍ଡ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଭିତରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଘଟଣା। ଡିଆଇଜି ଓ ଏସପିଙ୍କ ଘଟଣାସ୍ଥଳ ପରିଦର୍ଶନ ପରେ କାର୍ଯ୍ୟାନୁଷ୍ଠାନ। ଗୋଳନ୍ଥରା ଥାନାର ୨ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରିଛନ୍ତି ଏସପି। ଏଏସଆଇ ପିସି ଆଚାର୍ଯ୍ୟ ଓ ଥାନା କନଷ୍ଟେବଳ ସେଣ୍ଟ୍ରି ଡିପି ଜେନାଙ୍କୁ ଏସପି ନିଲମ୍ୱନ କରିଛନ୍ତି। ଏହାସହ ଗୋଳନ୍ଥରା ଆଇଆଇସିଙ୍କୁ ମଧ୍ୟ ଏସପି ବଦଳି କରିଛନ୍ତି।ଗୋପାଳପୁର ଥାନା ଆଇଆଇସି ବିବେକାନନ୍ଦ ମହାନ୍ତ ହୋଇଛନ୍ତି ନୂଆ ଆଇଆଇସି। ତେବେ ଘଟଣାର ତଦନ୍ତ କରିବାକୁ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: