ଖୁବଶୀଘ୍ର ଆସୁଛି ମୁଁ….

ଖୁବଶୀଘ୍ର ଆସୁଛି ମୁଁ….

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଖୁବଶୀଘ୍ର ‘ଆସୁଛି ମୁଁ’। ଡିକେଡି ଭିଜନ ପ୍ରସ୍ତୁତ, ହନୁମାନ ଆଖଡ଼ା ସଂଘ ପ୍ରାୟୋଜିତ ଏବଂ ଧନଞ୍ଜୟ ଦାଶଙ୍କ ନିର୍ମିତ ଏହି ଫିଲ୍ମ ଆସନ୍ତା ୭ ତାରିଖରେ ୟୁଟ୍ୟୁବରେ ରିଲିଜ ହେବ। ମଣିଷର ଚିନ୍ତାଧାରା କିଭଳି ଜୀବନର ମୋଡ଼ ବଦଳାଇ ଦିଏ, ତାହା ହିଁ ହେଉଛି ଏହାର କାହାଣୀ। ଏହାର ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି ଯୁବ ଅଭିନେତା ତଥା ଯୁବ ସିନେମା ନିର୍ମାତା ଧନଞ୍ଜୟ, ରାହୁଲ, ପ୍ରତାପ, ଅର୍ଜୁନ, ସୁବ୍ରତ, ସନ୍ଦୀପ, ମନୋରଞ୍ଜନ ଏବଂ ପ୍ରାଣ। ସେହିପରି ଏହାର ନିର୍ଦ୍ଦେଶନା ଭାର ଧନଞ୍ଜୟ ଦାଶ ଦେଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: