ଗତ ଶହେ ବର୍ଷରେ ସବୁଠୁ ବଡ଼ ସ୍ୱାସ୍ଥ୍ୟ ଓ ଆର୍ଥିକ ସଙ୍କଟ: RBI ଗଭର୍ଣ୍ଣର

ଗତ ଶହେ ବର୍ଷରେ ସବୁଠୁ ବଡ଼ ସ୍ୱାସ୍ଥ୍ୟ ଓ ଆର୍ଥିକ ସଙ୍କଟ: RBI ଗଭର୍ଣ୍ଣର

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କୋଭିଡ-19 ଗତ ଶହେ ବର୍ଷ ମଧ୍ୟରେ ସବଠୁ ବଡ଼ ସ୍ୱାସ୍ଥ୍ୟ ଓ ଆର୍ଥିକ ସଙ୍କଟ । ‘ସପ୍ତମ ଏସବିଆଇ ବ୍ୟାଙ୍କିଙ୍ଗ୍ ଆଣ୍ଡ ଇକୋନୋମିକ କନକ୍ଲେଭ’ ରେ ଯୋଗଦେଇ ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏଭଳି କହିଛନ୍ତି । ସେହିପରି ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରଥମ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି ।

ତେବେ ଶକ୍ତିକାନ୍ତ ଦାସ କହିଥିବା କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ :

  • ଗତ ଶହେ ବର୍ଷରେ ସବୁଠୁ ବଡ଼ ସ୍ୱାସ୍ଥ୍ୟ ଓ ଆର୍ଥିକ ସଙ୍କଟ
  • ଆର୍ଥିକ ସୁଧାର ପାଇଁ ଆରବିଆଇ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି
  • ନୀତିଗତ ଉପାୟରେ ଏବେସୁଦ୍ଧା କାମ ଚାଲିଛି
  • ୨୦୧୯ ଫେବ୍ରୁଆରୀ ମାସଠାରୁ ଆରବିଆଇ ହାରାହାରି ୨.୫ ପ୍ରତିଶତ ପଏଣ୍ଟ କଟ୍ ରେଟ୍ ହ୍ରାସ କରି ସାରିଛି
  • ଅର୍ଥନୈତିକ ଅଭିବୃଦ୍ଧି ମୁଖ୍ୟ ଉଦ୍ଦେଶ୍ୟ
  • ଆର୍ଥିକ ସ୍ଥିରାବସ୍ଥା ପାଇଁ ସମାନ ଅଗ୍ରାଧିକାର ଦିଆଯାଇଛି

0 Comments

Leave Your Comment

Your email address will not be published. Required fields are marked *

%d bloggers like this: