ଲକ୍ଷ୍ମଣ ପିଲାଦିନେ କେମିତି ଦିଶୁଥିଲେ, ଦେଖନ୍ତୁ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ରିଲ ଲକ୍ଷ୍ମଣ ଅର୍ଥାତ ରାମାନନ୍ଦ ସାଗରଙ୍କ ରାମାୟଣରେ ଲକ୍ଷ୍ମଣ ଭୂମିକା ନିଭାଇ ପ୍ରସିଦ୍ଧ କଳାକାର ସୁନିଲ ଲାହରି ନିଜର ଏକ ଫୋଟୋ ସେୟାର କରିଛନ୍ତି। କିଛିଦିନ ପୂର୍ବରୁ ସେୟାର କରିଥିବା ତାଙ୍କର ଏହି ପିଲାଦିନର ଫୋଟୋରେ ତାଙ୍କର ଭାଇ ଶୈଳେନ୍ଦ୍ର ଲାହରି ମଧ୍ୟ ଅଛନ୍ତି। ଏହି ଫୋଟୋ ଅପଲୋଡ କରି ସେ ପିଲାଦିନେ ହାତ ଘଣ୍ଟା ପିନ୍ଧିବାକୁ ଭଲ ଲାଗେ ବୋଲି ଲେଖିଛନ୍ତି। ଏହାସହ ପିଲାଦିନର ସ୍ମୃତି ସତେଜ ହୋଇ ଯାଇଥିବା କହିଛନ୍ତି ସୁନିଲ।

Leave a Reply

Your email address will not be published. Required fields are marked *