ହମ୍ ରହେ ୟା ନା ରହେ କାଲ୍

ହମ୍ ରହେ ୟା ନା ରହେ କାଲ୍

ପ୍ରିଜମ ନ୍ୟୁଜ ବ୍ୟୁରୋ: ଚାଲିଗଲେ ବଲିଉଡର ପ୍ରସିଦ୍ଧ ଗାୟକ କେ.କେ। ୫୩ ବର୍ଷ ବୟସରେ ସେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ମୃତ୍ୟୁର କାରଣ ଏ ଯାଏଁ ସ୍ପଷ୍ଟ ହୋଇ ପାରିନାହିଁ। କୋଲକାତାରେ ସଙ୍ଗୀତ ପ୍ରଦର୍ଶନ ପରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁରେ ଶ୍ରୋତା ଭାଙ୍ଗି ପଡ଼ିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: