ଆକ୍ରମଣରେ ୩୦୦ ମୃତ

ଆକ୍ରମଣରେ ୩୦୦ ମୃତ

ପ୍ରିଜମ ନ୍ୟୁଜ ବ୍ୟୁରୋ: ୟୁକ୍ରେନ ନେଭି ଉପରେ ଆକ୍ରମଣ କଲା ଋଷ। ଗୋଟିଏ ଗୋଟିଏ ସ୍ଥାନ କବ୍ଜା କରି ଚାଲିଛି ଋଷ। ପୋର୍ଟ ଅଫ ଓଡିଶା ଉପରେ ମଧ୍ୟ ଆକ୍ରମଣ କରିଛି ଋଷ। ଋଷ ଆକ୍ରମଣ କରୁଥିବା ନେଇ ୟୁକ୍ରେନ୍ ସ୍ୱୀକାର କରିଛି। ଏଯାବତ୍ ଆକ୍ରମଣରେ ୩୦୦ଲୋକଙ୍କ ମୃତ୍ୟୁ ଘଟିଛି। କ୍ରୁଜ ଓ ବେଲାଷ୍ଟି ମିସାଇଲ ଦ୍ୱାରା ଆକ୍ରମଣ ଜାରି ରଖିଛି ଋଷ। ଅନ୍ଯପକ୍ଷେ ଜାତିସଂଘ ଏ ନେଇ ଚିନ୍ତା ପ୍ରକଟ କରିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: