ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଜନ୍ମ ହେଉ ହେଉ ଚାଲିବାକୁ ଆରମ୍ଭ କଲା ଶିଶୁ। ସୋସିଆଲ ମିଡିଆରେ ନବଜାତକର ଭିଡିଓ ଭାଇରାଲ ହେଉଛି । ଏମିତିରେ ଆମ ଚାରି ପାଖରେ ଏମିତି କିଛି ଘଟଣା ଘଟିଥାଏ ଯାହାକୁ ଆମେ ସହଜରେ ଗ୍ରହଣ କରିବାକୁ ନାରାଜ । ସେ ସବୁକୁ ଆମେ କେବଳ ଉପରବାଲାଙ୍କ କରିସ୍ମା ହିଁ କହିଥାଉ । ଏମିତି ହିଁ କିଛି ଖବର ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ପଡ଼ନ୍ତୁ ଏବଂ ଦେଖନ୍ତୁ ଏହି ଭିଡିଓ…..
ଫେସବୁକରେ ବେଶ୍ ଭାଇରାଲ ହେଉଥିବା ଏହି ଭିଡିଓକୁ ନେଇ ଏବେ ବି ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସୁକତା ଭରି ରହିଛି । ଗତ ମେ ମାସରେ ଏହା ଫେସବୁକରେ ପୋଷ୍ଟ ହୋଇଥିଲା । ମିଲିୟନସ ୟୁଜର୍ସ ଏହାକୁ ବର୍ତ୍ତମାନ ସୁଦ୍ଧା ଦେଖି ସାରିଲେଣି ।
![](https://i1.wp.com/prismnews.in/wp-content/uploads/2021/10/baby-walking-after-birth-main_759_arlete-arantes-fb.jpg?resize=759%2C422&ssl=1)
0 Comments