
ପ୍ରିଜମ ନ୍ୟୁଜ ବ୍ୟୁରୋ: ଟି-୨୦ ଅଧିନାୟକତ୍ୱ ଛାଡ଼ିବେ ବିରାଟ କୋହଲି, ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ଛାଡ଼ିବେ, ଆଗାମୀ ବିଶ୍ୱକପ ପରେ ଅଧିନାୟକ ପଦ ଛାଡ଼ିବାକୁ ଘୋଷଣା, ଏନେଇ ଟୁଇଟ୍ ଯୋଗେ ସୂଚନା ଦେଲେ ବିରାଟ କୋହଲି ।

🇮🇳 ❤️ pic.twitter.com/Ds7okjhj9J
— Virat Kohli (@imVkohli) September 16, 2021
0 Comments