ନୂଆ ଅତିଥିଙ୍କ ସ୍ୱାଗତ ପାଇଁ ତୟାର ବିରୁଷ୍କା

ନୂଆ ଅତିଥିଙ୍କ ସ୍ୱାଗତ ପାଇଁ ତୟାର ବିରୁଷ୍କା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏକ ନୂଆ ଘୋଷଣା କରିଛନ୍ତି। ବାପା ହେବା ନେଇ ବିରାଟ ନିଜର ଟ୍ୱିଟରରେ ଟ୍ୱିଟ୍ କରିଛନ୍ତି। ସେହିପରି ଅନୁଷ୍କା ଶର୍ମା ମଧ୍ୟ ନିଜର ଇନଷ୍ଟାଗ୍ରାମ ଓ ଟ୍ୱିଟରରେ ଏନେଇ ସୂଚନା ଦେଇଛନ୍ତି। ତେବେ ବିରୁଷ୍କାଙ୍କ ନୂଆ ଅତିଥି ୨୦୨୧ରେ ଆସିବ। ବର୍ତ୍ତମାନ ବିରାଟ କୋହଲି ୟୁଏଇରେ ଅଛନ୍ତି। ଆଇପିଏଲ ଖେଳିବା ପାଇଁ ବିରୁ ଯାଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: