ଶିମିଳିପାଳରେ ଲାଗିଥିବା ନିଆଁ ଲିଭିଗଲା କି?

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁ ଲିଭି ଗଲାକି? ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବ ଏକ ଭିଡିଓ ରେ ଏହି ଦାବି କରାଯାଉଛି । ଏହି ଦାବି ବି ହେଉଛି ହେ, ନିଆଁ ସମ୍ପୂର୍ଣ୍ଣ ଲିଭିଯାଇଛି । ଘଟଣା ପ୍ରକୃତରେ ସତ୍ୟ ନା ନାହିଁ ତାହା କିନ୍ତୁ ଏ ଯାଏଁ ପୃଷ୍ଟି କରାଯାଇନାହିଁ । ଭାଇରାଲ ହେଉଥିବା ଏକ ଭିଡ଼ିଓରେ ଜଣେ ବନ ବିଭାଗର ମହିଳା କର୍ମଚାରୀ ଦାବି କରୁଛନ୍ତି ଯେ, ବର୍ଷା ହେବା ପରେ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିଯାଇଛି ।

ସୋସିଆଲ ମିଡିଆରେ ଏହି ଭିଡିଓ ଅଧିକରୁ ଅଧିକ ସେୟାର ହେଉଥିବା ବେଳେ ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ରେ ମଧ୍ୟ ଏହି ଭିଡିଓ କୁ ପ୍ରସାରିତ କରାଯାଇଛି । ବନ ବିଭାଗ ପକ୍ଷରୁ କିନ୍ତୁ ଏଯାଏଁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

https://www.facebook.com/watch/?v=238038911307040

%d bloggers like this: