ଅକ୍ସିଜେନ୍ ସପ୍ଲାଏ ନେଇ ନାହିଁ କୌଣସି କଟକଣା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ରାଜ୍ୟ ମୁଖ୍ୟ ଶାସନ ସଚିବମାନଙ୍କୁ କେନ୍ଦ୍ର ଗୃହ ସଚିବଙ୍କ ଚିଠି। ମେଡିକାଲ୍ ଅକ୍ସିଜେନ୍ ସପ୍ଲାଏ ନେଇ କୌଣସି କଟକଣା ନାହିଁ। ରାଜ୍ୟ-ରାଜ୍ୟ ମଧ୍ୟରେ ସପ୍ଲାଏରେ କୌଣସି ପ୍ରତିବନ୍ଧକ ନାହିଁ। କୋଭିଡ୍ ଗାଇଡଲାଇନ୍ ଅନୁସାରେ ଏହା ଯୋଗାଇ ପାରିବେ। ରାଜ୍ୟ ପରିବହନ ବିଭାଗ ଏ ଦିଗରେ ସହଯୋଗ କରନ୍ତୁ।

%d bloggers like this: