ନିଜର ଚତୁର୍ଥ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ LIVE

ନିଜର ଚତୁର୍ଥ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ LIVE

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଆଜି ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ଚତୁର୍ଥ କେନ୍ଦ୍ରୀୟ ବଜଟେ୍‌ ଉପସ୍ଥାପନ କରୁଛନ୍ତି।

ସାମ୍ପ୍ରତିକ କୋଭିଡ୍‌-୧୯ ପରିସ୍ଥିତିରେ ଏହା ହେଉଛି ଦେଶର ଦ୍ବିତୀୟ କାଗଜରହିତ ବଜେଟ୍‌।

ଜାତୀୟ ସଙ୍କେତ ଥିବା ଏକ ଲାଲ୍‌ ରଙ୍ଗର କଭର୍‌ ମଧ୍ୟରେ ଅର୍ଥମନ୍ତ୍ରୀ ‘ଟ୍ୟାବ୍‌ଲେଟ୍‌’ରେ ଥିବା ବଜେଟ୍‌ ଧରି ଆସିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: