ଆସିଲା ଆଉ ୩ ରାଫେଲ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭାରତ ମାଟି ଛୁଇଁଲା ଆଉ ୩ ରାଫେଲ ବିମାନ। ଗତ ଜୁଲାଇ ୨୯ରେ ପ୍ରଥମ ପର୍ଯ୍ୟାୟରେ ୫ ରାଫେଲ ଆସିବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ୩ ରାଫେଲ ବିମାନ ଅମ୍ବାଲା ଏୟାରବେସରେ ପହଞ୍ଚିଛି। ଏବେ ଭାରତ ନିକଟରେ ରାଫେଲ ବିମାନ ସଂଖ୍ୟା ୮କୁ ବୃଦ୍ଧି ପାଇଛି।

%d bloggers like this: