ସୁଶାନ୍ତ ସିଂ ମୃତ୍ୟୁ ମାମଲା: କାଲି ରିୟାଙ୍କୁ ଜେରା କରିବ ସିିବିଆଇ

ସୁଶାନ୍ତ ସିଂ ମୃତ୍ୟୁ ମାମଲା: କାଲି ରିୟାଙ୍କୁ ଜେରା କରିବ ସିିବିଆଇ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସୁଶାନ୍ତ ମୃତ୍ୟୁ ମାମଲାରେ ସିବିଆଇ ପକ୍ଷରୁ ତୃତୀୟ ଦିନରେ ତଦନ୍ତକୁ ଜୋରଦାର କରାଯାଇଛି। ସୁଶାନ୍ତଙ୍କ ବାନ୍ଦ୍ରାସ୍ଥିତ ବାସଭବରେ ସିନ ରିକ୍ରିଏସନ କରିବା ସହ ସିଦ୍ଧାର୍ଥ ପିଠାନୀ, ଦୀପେଶ ସାୱନ୍ତ ଓ କୁକ୍ ନୀରଜଙ୍କୁ ପଚରାଉଚରା କରିଛି ସିବିଆଇ। ଫରେନସିକ୍ ଟିମ୍ ଆଜି ଫ୍ଲାଟରେ ଦୀର୍ଘ ୩ ଘଣ୍ଟା ଧରି ଯାଞ୍ଚ କରିଛନ୍ତି। ସେପଟେ ଜୁନ ୧୫ରେ ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ କରିଥିବା ମୁମ୍ବାଇର ହିନ୍ଦୁଜା ହସ୍ପିଟାଲର ଡାକ୍ତରମାନଙ୍କ ବୟାନ ରେକର୍ଡ କରିଛି ସିବିଆଇ। ଆସନ୍ତାକାଲି ରିୟା ଚକ୍ରବର୍ତ୍ତୀଙ୍କୁ ସିବିଆଇ ଜେରା କରିବା ସମ୍ଭାବନା ରହିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: