ପ୍ରିଜମ ନ୍ୟୁଜ ବ୍ୟୁରୋ: ଜମ୍ମୁ ଓ କାଶ୍ମୀର ସୋପିଆନ ରେ ବଡଧରଣର ସେନା ଅପରେସନ । ଏଥିରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି । ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ସେନା ଓ ରାଜ୍ୟ ପୋଲିସ ଅପରେସନ ରେ ସାମିଲ ହୋଇଛନ୍ତି ।
#UPDATE | Two terrorists killed in an encounter with security forces in Sugan area of Shopian; operation still underway: Jammu and Kashmir Police https://t.co/NlwaxLjq3Y
— ANI (@ANI) October 7, 2020