IAS ଭିନିଲ କ୍ରିଷ୍ଣାଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ବ, CMO କୋଭିଡ୍‌ ପରିଚାଳନାର OSD ହେଲେ ଭିନିଲ୍

ପ୍ରିଜମ ନ୍ୟୁଜ ବ୍ୟୁରୋ: CMO କୋଭିଡ୍‌ ପରିଚାଳନାର OSD ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ଓଏମସି ଏମଡି ଭିନିଲ୍ କ୍ରିଷ୍ଣା । ଭିନିଲ୍‌, ପୂର୍ବ ଭଳି ଓଡ଼ିଶା ମାଇନିଙ୍ଗ କର୍ପୋରେସନ (OMC) ଏମ୍‌ଡି ଓ କ୍ରୀଡ଼ା ନିର୍ଦେଶକ ଭାବେ କାର୍ଯ୍ୟ କରିବେ ।ଭିନିଲ କ୍ରିଷ୍ଣାଙ୍କ ସହ ଓଏଏସ୍ ଲାଲା ମନୋଜ କୁମାର ରାୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଯୁଗ୍ମ ସଚିବ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । 

Image: Twitter Vineel Krishna posted in CMO as OSD for Covid Management


ସେପଟେ ଓଏଏସ୍ ଶୁଭ୍ରାଂଶୁ ମିଶ୍ରଙ୍କୁ CMOର ଉପ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ ଓଏସ୍  ପ୍ରତାପ କୁମାର ବେଉରାଙ୍କୁ କଟକ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *