ତଳେ ପଡ଼ି କେ.ରମେଶଙ୍କ ମୃତ୍ୟୁ ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପୁରୀ ହାଜତ ମୃତ୍ୟୁ ଘଟଣା। ହାଇକୋର୍ଟରେ ନିଜ ପକ୍ଷ ଦାଖଲ କରିଛନ୍ତି ରାଜ୍ୟ ସରକାର। ଏଥିରେ କେ. ରମେଶଙ୍କ ବାପାଙ୍କ ଟିପଚିହ୍ନ ଥାଇ ଲେଖାଯାଇଛି ଯେ, କେ. ରମେଶଙ୍କର ତଳେ ପଡ଼ି ମୃତ୍ୟୁ ହୋଇଛି। ସେପଟେ ପିଟିସନ ଦାଖଲ କରିଥିବା ଓକିଲଙ୍କୁ ହାଇକୋର୍ଟ ତଥ୍ୟ ସମ୍ବଳିତ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ କେ. ରମେଶଙ୍କ ବାପା-ମା’ଙ୍କୁ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

%d bloggers like this: