କୁକୁର କରୁଛି ଉପଭୋଗ, ବରଫର ଭରପୁର ଫାଇଦା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଚାରିଆଡ଼େ ଏବେ ଶୀତ। କେଉଁଠି ହାଡ଼ଭଙ୍ଗା ଶୀତ ହେଉଛି ତ ଆଉ କେଉଁଠି ସ୍ୱଳ୍ପ ଧରଣର ଶୀତ। ପୁଣି କେଉଁଠି ବରଫ ପଡ଼ୁଛି। ବରଫାଞ୍ଚଳର ମଜା ଉଠାଇବା ପାଇଁ ପର୍ଯ୍ୟଟକଂମାନେ ଯାଇଥାନ୍ତି। ବରଫ ଭିତରେ ଖେଳିବା, ଟ୍ରାକିଂ କରିବା ଆଦିକୁ ଲୋକମାନେ ଭରପୁର ଉପଭୋଗ କରିଥାନ୍ତି। କିନ୍ତୁ, ନିମ୍ନରେ ଥିବା ଏକ ଭିଡିଓକୁ ଦେଖନ୍ତୁ, କେମିତି କୁକୁର ଛୁଆଟିଏ ବରଫକୁ ଏନଜୟ କରୁଛି। ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଷ୍ଟିର୍ଲିଂ ଏକ ଘର ସାମ୍ନାରେ ବସିଛି। ବରଫକୁ ଉପଭୋଗ କରୁଛି ଏବଂ ତା’ ଦେହରେ ଲାଗିଥିବା ବରଫଗୁଣ୍ଡ ଗୁଡ଼ିକ ଚାଟିଚାଟି ସଫା କରୁଛି। ପୋଷ୍ଟ ହୋଇଥିବା ଭିଡିଓର କ୍ୟାପସନ୍ ଅଛି’ବେବି ଷ୍ଟିର୍ଲିଂ ଫାଷ୍ଟ ସ୍ନୋ’

%d bloggers like this: