୬ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତ। ଚାରି ବର୍ଷ ପାଇଁ କୁଳପତି ନିଯୁକ୍ତି କରିଛନ୍ତି କୁଳାଧିପତି ପ୍ରଫେସର ଗଣେଶୀ ଲାଲ। ତେବେ କେଉଁ ୟୁନିଭର୍ସିଟି ପାଇଁ କିଏ କୁଳପତି-

ଉତ୍କଳ ବିଶ୍ବବିଦ୍ୟାଳୟ- ପ୍ରଫେସର ସବିତା ଆଚାର୍ଯ୍ୟ
ରମାଦେବୀ ବିଶ୍ବବିଦ୍ୟାଳୟ-ପ୍ରଫେସର ଅପରାଜିତା ଚୌଧୁରୀ
ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ- ପ୍ରଫେସର କିଶୋର କୁମାର ବାସା
ଫକୀର ମୋହନ ବିଶ୍ବବିଦ୍ୟାଳୟ- ପ୍ରଫେସର ଦୀନବନ୍ଧୁ ସାହୁ
ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ-ପ୍ରଫେସର ଏନ୍ . ନାଗରାଜୁ
ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ- ପ୍ରଫେସର ପ୍ରଫୁଲ୍ଲ ମହାନ୍ତି

%d bloggers like this: