‘ଫ୍ଲାଇଙ୍ଗ୍ ଶିଖ୍’ ମିଲଖା ସିଂହଙ୍କ ପରଲୋକ

‘ଫ୍ଲାଇଙ୍ଗ୍ ଶିଖ୍’ ମିଲଖା ସିଂହଙ୍କ ପରଲୋକ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମହାନ ଧାବକ ମିଲଖା ସିଂହ ଆଉ ନାହାନ୍ତି। କୋରୋନାରେ ତାଙ୍କର ପରଲୋକ ଘଟିଛି। କିଛିଦିନ ପୂର୍ବରୁ ତାଙ୍କର ମେଡିକାଲ ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ ଆଜି ତାଙ୍କର ନିଧନ ହୋଇଛି।
ମେ’ ମାସରେ ମିଲଖା ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ଏହାପରେ ମେ’ ୨୦ରେ ମିଲଖା ସିଂହଙ୍କ କୋରୋନା ରିପୋର୍ଟ ପଜିଟିଭ ଜଣାପଡିଥିଲା । ୯୦ବର୍ଷୀୟ ମିଲଖାଙ୍କୁ ଅକ୍ସିଜେନ ନେବାରେ ବହୁତ ଅସୁବିଧା ହେଉଥିଲା। ମିଲଖା ସିଂହ ଗୁରୁତର ହେବାପରେ PGI ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ୩୧ ମେ’ରେ ତାଙ୍କର ସ୍ବାସ୍ଥ୍ୟରେ ସୁଧାର ଆସିଥିଲା। ତେବେ ଶରୀରରେ ଅକ୍ସିଜେନ ମାତ୍ରା କମ୍ ହେବାପରେ ମିଲଖାଙ୍କୁ ପୁନର୍ବାର PGIରେ ଭର୍ତ୍ତି କରାଯାଇଥିଲା ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: