ଏ ହେଉଛି କରୀନାଙ୍କ ଦ୍ୱିତୀୟ ସନ୍ତାନ

ପ୍ରିଜମ ନ୍ୟୁଜ ବ୍ୟୁରୋ: ପ୍ରଥମ ଥର ପାଇଁ ନିଜ କନିଷ୍ଠ ପୁତ୍ରଙ୍କ ଫୋଟୋ ସେୟାର କରିଛନ୍ତି କରୀନା କପୁର। ବିଶ୍ୱ ମାତୃ ଦିବସ ଅବସରରେ କରୀନା ତାଇମୁର ସହ କନିଷ୍ଠ ପୁଅର ଫଟୋ ସୋସିଆଲ ମିଡିଆରେ ଅପଲୋଡ୍ କରିଛନ୍ତି। ଏହି ଫଟୋକୁ ଏବେ ଶୁଭେଚ୍ଛୁମାନେ ଖୁବ ପସନ୍ଦ କରିଛନ୍ତି। ବିଭିନ୍ନ ପ୍ରକାର କମେଣ୍ଟ ଦେବା ସହ ଇମୋଜି ପଠାଉଛନ୍ତି।

https://www.instagram.com/p/COo_jvIp5ZF/


ଗତ ଫେବ୍ରୁଆରୀ ୨୧ ତାରିଖରେ କରୀନା ତାଙ୍କର ଦ୍ୱିତୀୟ ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ଏହାପରେ ସୈଫ ଓ କରୀନା ସନ୍ତାନର କୌଣସି ଫଟୋ ସେୟାର କରି ନ ଥିଲେ।

Leave a Reply

Your email address will not be published. Required fields are marked *