ରେଳ ମନ୍ତ୍ରାଳୟର ବଡ଼ ନିଷ୍ପତ୍ତି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭାରତୀୟ ରେଳ ମନ୍ତ୍ରାଳୟର ବଡ଼ ନିଷ୍ପତ୍ତି। ଘଣ୍ଟା ପ୍ରତି ୧୩୦ କିଲୋମିଟରରୁ ଅଧିକ ବେଗରେ ଚାଲୁଥିବା ଟ୍ରେନରୁ ସ୍ଲିପର କୋଚ୍ ହଟାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏହାସହ ଏସି ବଗିର ଡିଜାଇନ ମଧ୍ୟ ବଦଳାଇବାକୁ ମନ୍ତ୍ରାଳୟ ପ୍ରସ୍ତାବ ଦେଇଛି। ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ-ମୁମ୍ବାଇ ଓ ଦିଲ୍ଲୀ-ହାଓଡ଼ା ରୁଟରେ ନୂଆ ବ୍ୟବସ୍ଥାର ଶୁଭାରମ୍ଭ ହେବାକୁ ଯାଉଛି।

%d bloggers like this: