କେନ୍ଦ୍ର ଡେପୁଟେସନରେ କ୍ରିଷନ କୁମାର, ତାଙ୍କ ବଦଳରେ କିଏ ?

କେନ୍ଦ୍ର ଡେପୁଟେସନରେ କ୍ରିଷନ କୁମାର, ତାଙ୍କ ବଦଳରେ କିଏ ?

ପ୍ରିଜମ ନ୍ୟୁଜ ବ୍ୟୁରୋ: କେନ୍ଦ୍ର ଡେପୁଟେସନରେ ଯିବେ ଆଇଏଏସ ଅଧିକାରୀ କ୍ରିଷନ କୁମାର । କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଭାବେ ତାଙ୍କୁ ଦାୟିତ୍ୱ ଦିଆଯାଇଛି। ୨୦୦୨ ବ୍ୟାଚର ଏହି ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ତୁଲାଉଥିଲେ । ଏବେ ସେ କେନ୍ଦ୍ରୀୟ ଡେପୁଟେସନରେ ଯିବେ ।
ସେପଟେ କ୍ରିଷନ କୁମାର କେନ୍ଦ୍ରକୁ ଯିବାପରେ ତାଙ୍କ ବଦଳରେ କିଏ ହେବେ ପରବର୍ତ୍ତୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: