IPU ହେବେ ଗିରିଶ ମୁର୍ମୁ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସିଏଜି ଗିରିଶ ମୁର୍ମୁଙ୍କୁ ନୂଆ ଦାୟିତ୍ୱ। ଜେନିଭାରେ ଅନ୍ତ ସଂସଦୀୟ ସଂଘର ବର୍ହି ଅଡିଟର(ଆଇପିୟୁ) ଭାବେ ମନୋନିତ ହୋଇଛନ୍ତି। ତିନି ବର୍ଷ ପାଇଁ ତୁଲାଇବେ ଦାୟିତ୍ୱ। ଖୁବଶୀଘ୍ର ନେବେ ଚାର୍ଜ। ସିଏଜି କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ଗିରିଶ ମୁର୍ମୁ ପୂର୍ବରୁ ଜମ୍ମୁ କାଶ୍ମୀରର ରାଜ୍ୟପାଳ ଥିଲେ। ଏହାପରେ ତାଙ୍କୁ କେନ୍ଦ୍ର ସରକାର ସିଏଜି ଭାବେ ନିଯୁକ୍ତି କରିଛନ୍ତି। ଏବେ ସେ ନୂଆ ଦାୟିତ୍ୱ ୩ ବର୍ଷ ପାଇଁ ନେବେ।

%d bloggers like this: