ଫାରୁକ ଅବଦୁଲ୍ଲାଙ୍କୁ ଇଡି ସମନ

ଫାରୁକ ଅବଦୁଲ୍ଲାଙ୍କୁ ଇଡି ସମନ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍‌ଫରେନ୍ସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କୁ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏକ ସମନ ପଠାଇଛି। ଇଡି ଫାରୁକଙ୍କୁ ମେ’୩୧ରେ ଦିଲ୍ଲୀ ମୁଖ୍ୟାଳୟରେ ହାଜର ହେବାକୁ ସମନ ଜାରି କରିଛି। ସୂଚନାଯୋଗ୍ୟ, ୨୦୨୦ରେ ମନି ଲଣ୍ଡରିଂ ମାମଲାରେ ଇଡି ଫାରୁକଙ୍କ ସମ୍ପତ୍ତି ୧୧.୮୬ କୋଟି ଟଙ୍କା ସମ୍ପତ୍ତି ଜବତ କରିଥିଲା। ଏହି ମାମଲାରେ ଫାରୁକ ଅବଦୁଲ୍ଲାଙ୍କୁ ଇଡି ଅନେକ ଥର ପଚରାଉଚରା କରିସାରିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: