ଆଜିର କୋରୋନା ଅପଡେଟ୍

ଆଜିର କୋରୋନା ଅପଡେଟ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:

କୋଭିଡ-19 ଅପଡେଟ୍‌
ରାଜ୍ୟ

  • ରାଜ୍ୟରେ ଗତ 24 ଘଣ୍ଚାରେ 3025 କୋରୋନା ପଜିଟିଭ୍ ଚିହ୍ନଟ
    – କ୍ୱାରେଣ୍ଟାଇନ ସେଣ୍ଟରରୁ 1844 ଜଣ ଆକ୍ରାନ୍ତ ଚିହ୍ନଟ
    – 1181 ଜଣ ସ୍ଥାନୀୟ ସଂକ୍ରମିତ ରୋଗୀ ଭାବେ ଚିହ୍ନଟ
    – ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 6 ହଜାର 561
    – ଏପର୍ଯ୍ୟନ୍ତ ମୋଟ 77,286 ଜଣ ସୁସ୍ଥ ହୋଇଛନ୍ତି
    – ବର୍ତ୍ତମାନ ସକ୍ରିୟ ମାମଲା ସଂଖ୍ୟା 28 ହଜାର 719

ଦେଶ

  • ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 36 ଲକ୍ଷ 91 ହଜାର 166
    – ଏପର୍ଯ୍ୟନ୍ତ 65 ହଜାରରୁ ଅଧିକ ରୋଗୀଙ୍କ ମୃତ୍ୟୁ
    – ଗତ 24 ଘଣ୍ଟାରେ 69, 921 ନୂଆ ମାମଲା ଚିହ୍ନଟ, 819 ଜଣଙ୍କ ମୃତ୍ୟୁ
    – ଏପର୍ଯ୍ୟନ୍ତ କୋରନା ମହାମାରୀରେ 65 ହଜାର 288 ଜଣ ମୃତ
    – ଦେଶରେ ଏପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି 28 ଲକ୍ଷ 39 ହଜାର 882
    – ସକ୍ରିୟ ମାମଲା 7 ଲକ୍ଷ 85 ହଜାର 996
    – ସୁସ୍ଥ ହାର 76.94 ପ୍ରତିଶତକୁ ବୃଦ୍ଧି

ବିଶ୍ବରେ କୋରୋନା ସ୍ଥିତି
– ସମଗ୍ର ବିଶ୍ବରେ 2 କୋଟି 56 ଲକ୍ଷ 34 ହଜାର 87 ଲୋକ ସଂକ୍ରମିତ
– 8 ଲକ୍ଷ 54 ହଜାର 762 ଜଣଙ୍କ ମୃତ୍ୟୁ
– ଏପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି 1 କୋଟି 79 ଲକ୍ଷ 39 ହଜାର 153
– 17,939,153 ସକ୍ରିୟ ମାମଲା
– ସୁସ୍ଥ ହାର 69.98 ପ୍ରତିଶତକୁ ବୃଦ୍ଧି

%d bloggers like this: