୧୯ରୁ ବନ୍ଦ ହେବ ବଦ୍ରିନାଥ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆସନ୍ତା ୧୯ ତାରିଖରୁ ବନ୍ଦ ହେବ ବଦ୍ରିନାଥ ଧାମ। ଅତ୍ୟଧିକ ତୁଷାରପାତ ଯୋଗୁ ୧୯ ତାରିଖ ୩ଟା ୩୫ମି. ରେ ମନ୍ଦିରର କପାଟ ବନ୍ଦ କରାଯିବ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ବାବା ବଦ୍ରିନାଥଙ୍କୁ ଦର୍ଶନ କରିଛନ୍ତି। ସୋମବାର ଦିନ ବାବା କେଦାରନାଥଙ୍କୁ ଦର୍ଶନ କରିବା ପରେ ବଦ୍ରିନାଥ ଧାମରେ ପହଞ୍ଚି ଦର୍ଶନ କରିଛନ୍ତି।

%d bloggers like this: