ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ‘ଫୁଡିଜ୍ ଭିଲ୍ଲା’ ଆଜି ଆପଣଙ୍କ ପାଇଁ ନେଇ ଆସିଛି ‘ପୋଡ଼ ପିଠା’। ଆସନ୍ତୁ ଜାଣିବା ଏହା କେମିତି ପ୍ରସ୍ତୁତ ହୁଏ…
ଆବଶ୍ୟକ ସାମଗ୍ରୀ:
ବୋଇତାଳୁ
ଚାଉଳ ଚୂନା
କାଜୁ
ନଡ଼ିଆ
ଘିଅ
ଲୁଣ
ଅଳେଇଚ
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ବୋଇତାଳୁକୁ ସିଝେଇ ଗୋଟିଏ ପାତ୍ରରେ ସମ୍ପୂର୍ଣ୍ଣ ରୂପେ ପାଣି ଛାଣି ବାହାର କରିଦେବେ।
- ନଡ଼ିଆକୁ ଛୋଟ ଛୋଟ କରି କାଟିବେ।
- ବୋଇତାଳୁର ପେଷ୍ଟ ବନେଇ ଚାଉଳ ଚୂନା ,କାଜୁ ,ନଡ଼ିଆ ,ଅଳେଇଚ ଏବଂ ଲୁଣ ପକେଇ ମିଶେଇବେ।
- କଡ଼େଇରେ ୨ ଚାମଚ ପକାନ୍ତୁ। ଏହାପରେ ପେଷ୍ଟ ବନେଇଥିବେ ତାହାକୁ ଛୋଟ ଚଟୁ ସାହାଯ୍ୟରେ ୨-୩ ଥର ପକାନ୍ତୁ।
- ୧୦ରୁ ୧୫ ମିନଟ୍ ପାଇଁ ଢାଙ୍କି ଦିଅନ୍ତୁ।
- ଏହାପରେ ଆପଣଙ୍କ ପୋଡ଼ପିଠା ପ୍ରସ୍ତୁତ ହୋଇଯିବ।
Related
Previous
Next