ଆମେରିକାର ୪୬ ତମ ରାଷ୍ଟ୍ରପତି ଜୋ ବାଇଡେନ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆମେରିକାର ୪୬ତମ ରାଷ୍ଟ୍ରପତି ହୋଇଛନ୍ତି ଜୋ ବାଇଡେନ୍। ଇଲେକ୍ଟୋରାଲ ଭୋଟ୍ ୨୭୦ ପାଇ ବାଇଡେନ୍ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହୋଇଛନ୍ତି। ନିର୍ବାଚନ ସରିବା ପରେ କିଏ ଜିତିବ, ସେନେଇ ଦୀର୍ଘ ୪ ଦିନ ଧରି ସସପେନ୍ସ ଲାଗି ରହିଥିଲା। ଶେଷର ଏହି ସସପେନ୍ସର ଅବସାନ ଘଟିଛି।

=

%d bloggers like this: