ଟିକା ପରୀକ୍ଷଣରେ ବଡ଼ ଝଟକା, ବନ୍ଦ ହେଲା କୋଭିସିଲ୍ଡ ଟିକା ପରୀକ୍ଷଣ

ଟିକା ପରୀକ୍ଷଣରେ ବଡ଼ ଝଟକା, ବନ୍ଦ ହେଲା କୋଭିସିଲ୍ଡ ଟିକା ପରୀକ୍ଷଣ

ପ୍ରିଜମ୍ ନ୍ୟୁଜ ବ୍ୟୁରେୋ: ଭାରତରେ ବନ୍ଦ ହେଲା କୋଭିସିଲ୍ଡ ଟିକା ପରୀକ୍ଷଣ। ଟିକାର ଟ୍ରାଏଲ ସ୍ଥଗିତ ନେଇ ଘୋଷଣା କଲା ସେରମ ଇଷ୍ଟିଚ୍ୟୁଟ୍। ବ୍ରିଟେନରେ ଟିକା ନେଇ ଜଣେ ଗୁରୁତର ହେବା ପରେ ବନ୍ଦ ହେଲା ପରୀକ୍ଷଣ। ପରୀକ୍ଷଣରେ ସାମୟିକ ବିରତି ଦେଉଛୁ, ପରିସ୍ଥିତି ଦେଖି ସମୀକ୍ଷା ଜାରି ରହିଛି ବୋଲି କୁହାଯାଇଛି। ତେବେ ଆଷ୍ଟ୍ରାଜେନିକା ପୁଣି ପରୀକ୍ଷଣ ଆରମ୍ଭ ନକରିବା ଯାଏ ପରୀକ୍ଷଣ ବନ୍ଦ ରହିବ। ଏହାକୁ ନେଇ ପୂର୍ବରୁ ଡିଜିସିଆଇ ବିରକ୍ତ ପ୍ରକାଶ ସହ ସେରମକୁ ଜବାବ ମାଗିଥିଲେ। ଆମେରିକା ଅକ୍ସଫୋର୍ଡ କମ୍ପାନି ଦ୍ବାରା ପ୍ରସ୍ତୁତ ଟିକା କୋଭିସିଲିଡ୍।

%d bloggers like this: