ଆଗାମୀ ଫିଲ୍ମର ଫୋଟୋ ସେୟାର କଲେ ସାରା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆସିଛି ଖିଲାଡି ମାଷ୍ଟର ଅକ୍ଷୟ କୁମାର ଓ ସାରା ଅଲ୍ଲୀ ଖାନଙ୍କ ‘ଅତରଙ୍ଗୀ ରେ’ର ଫାଷ୍ଟ ଲୁକ୍। ସାରା ଏନେଇ ଏକ ଫଟୋ ସେୟାର କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ହେଉଛି।

https://www.instagram.com/p/CIXWWivpNuv/?igshid=1rhhw2hqvsufd


ସାରା ଏକ ହଳଦିଆ ରଙ୍ଗର ଶାଢୀ ପିନ୍ଧିଥିବା ମଧ୍ୟବିତ୍ତ ମହିଳାଙ୍କ ପରି ଦେଖାଯାଉଛନ୍ତି। ସେହିପରି ଅକ୍ଷୟ କୋଟ ପ୍ୟାଣ୍ଟ ପିନ୍ଧିଛନ୍ତି। ଦେଖିବାର କଥା, ଏହି ଫିଲ୍ମ ଦର୍ଶକଙ୍କୁ କେତେ ଆକୃଷ୍ଟ କରିପାରୁଛି।

%d bloggers like this: